Bride Death at Subarnpur Julunda | Odisha Reporter

0 Просмотры
Издатель
ସୁବର୍ଣ୍ଣପୁର ଜୁଲୁଣ୍ଡା ଗାଁରେ ନବବଧୂର ମୃତ୍ୟୁ I ଗତକାଲି ରାତିରେ ବାହାଘର ହୋଇଥିଲା I ଆଜି ବିଦାୟ ସମୟରେ ନବବଧୂ ଅଚେତ ହୋଇପଡ଼ିଥିଲେ I ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube:
Web:
Facebook:
Twitter:
Telegram:
Instagram:
#OdishaReporter
Категория
драмы
Комментариев нет.